Jump to content

ଜାଗର୍ତ

ଉଇକିଅଭିଧାନ‌ରୁ

ଜାଗର୍ତ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ଜାଗ୍ରତ୍)

[ସମ୍ପାଦନା]

ଜାଗ୍ରତ (ଦେଖ) - Jāgrata (See)

ପ୍ରାଦେଶିକ - (ଗଞ୍ଜାମ)ବିଶେଷଣ -

[ସମ୍ପାଦନା]
୧. ହୁସିଆର; ସାବଧାନ — ୧. Vigilant; watchful.
୨. କୌଣସି ଘଟନାକୁ ଅପେକ୍ଷାରେ ପ୍ରସ୍ତୁତ ହୋଇ ରହିଥିବା — ୨. Prepared; in order.
୩. ସୁବିନ୍ୟସ୍ତ —୩. Shipshape; well arranged.