Jump to content

ଜାଗର୍ଯ୍ୟା

ଉଇକିଅଭିଧାନ‌ରୁ

ଜାଗର୍ଯ୍ୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜାଗୁ ଧାତୁ+ଭାବ. ଯ+ଆ)

[ସମ୍ପାଦନା]
୧. ନିଦ୍ରାରୁ ଉଠିବା; ନିଦ୍ରାଭଙ୍ଗ — ୧. Waking up from sleep.
୨. ବିନିଦ୍ରତା —୨. Wakefulness.
୩. ସାବଧାନତା —୩. Watchfulness; vigilance.