Jump to content

ଜାଗର ଜାଳିବା

ଉଇକିଅଭିଧାନ‌ରୁ

ଜାଗର ଜାଳିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ରାତ୍ରିଯାକ ଦେବତାଙ୍କ ନିକଟରେ କିମ୍ୱା ଶିବରାତ୍ରିର ରାତ୍ରରେ ମହାଦେବଙ୍କ ନିକଟରେ ଦୀପ ଜାଳି ନିଜେ ଉଜାଗର ହୋଇ ଜଗି ବସିବା — To keep a vigil throughout the night by setting up a lighted lamp before a Deity.

[ ଦ୍ର—କେହି କେହି ଅପୁତ୍ରକ ପିତାମାତା ପୂର୍ବରୁ ମନାସି ଥାଆନ୍ତି ଯେ ତାଙ୍କର ପୁଅ ହେଲେ ସେମାନେ ପୁଅର ମୁଣ୍ଡ ଉପେରେ ଶିବରାତ୍ରି ଦିନ ଜାଗର ଜାଳିବେ ତଜନୁସାରେ ପୁଅଟିଏ ହୋଇ ବଢ଼ି ଗଲେ ଉକ୍ତ ପୁଅକୁ ଶିବମନ୍ଦିରକୁ ନେଇ ସେଠାରେ ଶିବରାତ୍ରିର ରାତିରେ ତା ମୁଣ୍ଡ ଉପରେ ଠେକା ବାନ୍ଧି ମାଟିପିଣ୍ଡୁଳା ରଖି ତା ଉପରେ ଘୃତପୂର୍ଣ୍ଣ ଦୀପ ରାତିଯାକ ଜାଳନ୍ତି]