ଜାଗୁଳାଈ
ଦେଖଣା
ଜାଗୁଳାଈ
ଉଚ୍ଚାରଣ
[ସମ୍ପାଦନା](ଜାଗୁଳାଈ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଜାଗ୍ରଦ ଗୌରୀ)
[ସମ୍ପାଦନା]- ୧. ଗ୍ରାମଦେବୀ ବା ଯୋଗିନୀବିଶେଷ — ୧. Name of a village-Goddess.
- ୨. ଶ୍ରାବଣମାସ କୃଷ୍ଣପଞ୍ଚମୀ ରାତ୍ରୀରେ ଗ୍ରାମର ଦ୍ୱାରେ ଦ୍ୱାରେ ପିଠାଭୋଗ ପାଇବା ଦେବୀବିଶେଷ —୨. A village-Goddess worshipped by the offering of cakes at every door of the village on the night of the ୫th day of the bright fortnight of Srābaṇa.
ଜାଗୁରାଈ ମା ପାଗୁଳାଈ ସବୁଦିଅଁଙ୍କର ମାଆ ବିରିଚକୁଳି ଖାଇବୁ ଯେବେ ମୋ ଦୁଆରକୁ ଆ ଜାଗୁରାଈ ପଞ୍ଚମୀ. ଶିଶୁଗୀତ