ଜାଗ୍ରତ
ଦେଖଣା
ଜାଗ୍ରତ
ଉଚ୍ଚାରଣ
[ସମ୍ପାଦନା](ନିଦ୍ରିତ—ବିପରୀତ)
(ଜାଗ୍ରତା—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ଜାଗୃ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]- ୧. ଜାଗରଣଶୀଳ —୧. Wakeful; watchful.
- ୨. ସାବଧାନ; ସତର୍କ — ୨. Vigilant; careful.
- ୩. ଜଗରୁତ; ଯେ ଚେଇଁଛି — ୩. Awake; not asleep.
- ୪. ଯେଉଁ ଅବସ୍ଥାରେ ଜୀବ ସବୁ ବିଷୟ ଜାଣି ପାରେ — ୪. Conscious; sentient.
ବିଶେଷ୍ୟ -
[ସମ୍ପାଦନା]ଚେଇଁବା; ନିନ୍ଦ୍ରାହୀନତା —Sleepessness.
ଜାଗ୍ରତ ଛାଡ଼ି ରାଜନ ବେଳି ଯେ କଳେ ଶୟନ କଳି ଉଦବେଗ ରାଜା ନିଦ ଭାଙ୍ଗିଲା—ପ୍ରାଚୀ. ନରଚରିତ