Jump to content

ଜାଗ୍ରତ୍

ଉଇକିଅଭିଧାନ‌ରୁ

ଜାଗ୍ରତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - [ଜାଗୃ ଧାତୁ+କର୍ତ୍ତୃ. ଅତ୍ (ଶତ୍ୱ)]

[ସମ୍ପାଦନା]
୧. ଜାଗରଣଶୀଳ —୧. Wakeful.
୨. ନିଦ୍ରାହୀନ —୨. Sleepless.

ବିଶେଷ୍ୟ -

[ସମ୍ପାଦନା]

ଜାଗରଣ ଅବସ୍ଥା —Wakefulness.