Jump to content

ଜାଜ୍ୱଲ୍ୟମାନ

ଉଇକିଅଭିଧାନ‌ରୁ

ଜାଜ୍ୱଲ୍ୟମାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଯଙନ୍ତ ଜ୍ୱଳ=ଜାଜ୍ଜଳ ଧାତୁ=ଅତ୍ୟନ୍ତ ଦୀପ୍ତି ପାଇବା+କର୍ତ୍ତୃ. ଆନ)

[ସମ୍ପାଦନା]
୧. ଦେଦୀପ୍ୟମାନ; ବିଶେଷ ଭାବରେ ଦୀପ୍ତି ପାଉଥିବା; ଅତି ଉଜ୍ଜଳ —୧. Dazzling; shining.
୨. ଅତି ଜ୍ୱଳନ୍ତ — ୨. Blazing; refulgent; splendid.