ଜାଞ୍ଚ୍
ଦେଖଣା
ଜାଞ୍ଚ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ସଂସ୍କୃତ - ଯାଚନ; ସେଟଲ୍ମେଣ୍ଟରେ ବ୍ୟବହୃତ)
[ସମ୍ପାଦନା]- ୧. ଭୂମିମାପ କାର୍ଯ୍ୟ ଠିକ୍ ରୂପେ ହୋଇ ଅଛି କି ନାଁ ଏହା ପରୀକ୍ଷା କରିବା; ପ୍ରତାଳ — ୧. Check whether a land or plot has been properly measured.
- ୨. ତନ୍ନ ତନ୍ନ କରି ଦୋଷଗୁଣ ନିରୂପଣ କରିବା — ୨. Minute examination of the defects and bright points of a matter.