Jump to content

ଜାଞ୍ଜିବାର୍

ଉଇକିଅଭିଧାନ‌ରୁ

ଜାଞ୍ଜିବାର୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଜାଞ୍ଜିବର୍—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଇଂରାଜ ସାମ୍ରାଜ୍ୟର ଅଧୀନ ଜଣେ ଆରବୀ ରାଜାଙ୍କ ଶାସିତ ପୂର୍ବଆଫ୍ରିକାର ରାଜ୍ୟବିଶେଷ — An Arab State in East Africa under the protection and suzerainity of Great Britain

[ଦ୍ରଷ୍ଟବ୍ୟ —ଏ ରାଜ୍ୟର ରାଜଙ୍କୁ ସୁଲ୍ତାନ୍ ବୋଲାଯାଏ ଏହାର ଉପକୂଳକୁ କେନିଆ ବୋଲାଯାଏ କେନିଆରେ ଇଂରେଜମାନ ଉପନିବେଶ କରି ଅଛନ୍ତି ଏହି ରାଜ୍ୟରେ କେନିଆରେ ବହୁ ବର୍ଷରୁ ଓ ବହୁ ପୁରୁଷରୁ ବହୁ ସହସ୍ର ଭାରତବାସୀ ବାସ କରି ଅଛନ୍ତି]