Jump to content

ଜାଠ

ଉଇକିଅଭିଧାନ‌ରୁ

ଜାଠ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

କୃପଣ — Miserly; close-fisted.

ବିଶେଷ୍ୟ -

[ସମ୍ପାଦନା]
୧. କାନ୍ଧ —୧. Shoulder.
୨. ପଞ୍ଜାବ, ରାଜପୁତାନା ଓ ସିନ୍ଧୁ ପ୍ରଭୃତି ସ୍ଥାନର କ୍ଷତ୍ରିୟଜାତିବିଶେଷ —The Jaths, a caste of Kshatriyas of the Panjāb, Rājaputānā and Sindh.

[ଦ୍ରଷ୍ଟବ୍ୟ —ଏମାନେ ଯଦୁବଂଶୀୟ କ୍ଷତ୍ରୀୟ ବୋଲି ଆପଣାକୁ ପରିଚୟ ଦିଅନ୍ତି ଏମାନେ ବହୁ ସଂଖ୍ୟାରେ ଭାରତୀୟ ସୈନ୍ୟବିଭାଗରେ ପ୍ରବେଶ କରିଆଛନ୍ତି ସଂଯୁକ୍ତ ପ୍ରଦେଶରେ ଓ ଉତ୍ତରଭାରତରେ ଏହି ଜାତି କୃଷକ ବା କିଷାନ୍ ନାମରେ ଅଭିହିତ]

୩. ଦଳ —୩. Batch.
୪. ବିଲାତର ରକ୍ଷଣଶୀଳ ନାମକ ରାଜନୈତିକ ଦଳ — ୪. The Conservative party in English politics.