ଜାଡ଼ିବା
ଦେଖଣା
ଜାଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜାଡ଼ିବା
|
ଦେଶଜ - କ୍ରି.—(ସଂସ୍କୃତ - ଜଡ଼; ଜାଡ଼୍ୟ)
[ସମ୍ପାଦନା]- ୧. ଅତ୍ୟନ୍ତ ଥଣ୍ଡା ହେତୁ (ପାଟି) ଖନି ମାରିଯିବା —୧. (the mouth) To lose the power of articulate speech owing to extreme cold.
- ୨. ଅତ୍ୟନ୍ତ ଶୀତ ହେତୁ ଶରୀର ଅବଶ ହୋଇ ଯିବା; କୋଲ ମାରିବା —୨. (the body) To become benumbed with extreme cold.
- ୩. ଜମି ଯିବା; ଜମାଟ ବାନ୍ଧିବା — ୩. To become frozen.
- ୪. ଜଡ଼ପ୍ରାୟ ହେବା — ୫. To become inert or dull.
- ୫. ଅତିଶୟ ଶୀତଳ ହେବା — ୫. To become very cold.
କୁହୁଡ଼ୁ ପଡ଼ିଲା ଗୋ ଜାଡ଼ିଲା ବସୁନ୍ଧରୀ ପ୍ରାଚୀ. ରହସ୍ୟମଞ୍ଜରୀ