Jump to content

ଜାଡ଼ୀ

ଉଇକିଅଭିଧାନ‌ରୁ

ଜାଡ଼ୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ—(ସଂସ୍କୃତ - ଜଡ଼)

[ସମ୍ପାଦନା]
୧. ମୂକା (ସ୍ତ୍ରୀ) — ୧. Dumb (female).

କହିଲା ବୋହୁଟି ଜମମରୁ ଜାଡ଼ୀ, ପୁଣି ସେ ଚେପଟାନାକୀ ଭିକାରୀ. ସାଆନ୍ତିଆ ବାହା

=== ବିଶେଷ୍ୟ -(ସଂସ୍କୃତ - ଜାଡ଼୍ୟ)

ଜଡ଼ତା —Numbness.

ବାହିଲା ଜାଡ଼ୀ ଶୁକ କଣ୍ଠେ ରହିଲା ନାହିଁ କହିବାର ଆରମ୍ଭିଲା ସେ ଭଞ୍ଜ. ବୈଦେହୀଶବିଳାସ