ଜାଡ଼୍ୟାପହ
(ଜଡ଼୍ୟାପହା—ସ୍ତ୍ରୀ)
=== ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଜାଡ଼୍ୟ+ଅପ+ହନ ଧାତୁ+କର୍ତ୍ତୃ. ଅ)
ଯେ ବା ଯାହା ଜଡ଼ତା ନାଶ କରେ — That which or he who cures a man's dullness.