Jump to content

ଜାଣ

ଉଇକିଅଭିଧାନ‌ରୁ

ଜାଣ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାଳ)

[ସମ୍ପାଦନା]

ଚିଲ୍କା ବା ସମୁଦ୍ର ଉପକୂଳସ୍ଥ ଜଳରେ ମାଛ ଧରିବା ପାଇଁ ନିରୂପିତ ସ୍ଥାନ —Fishery-grounds in the Chilika lake or the sea-shore.