ଜାଣତ
ଦେଖଣା
ଜାଣତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଜାଣନ୍ତ—ଅନ୍ୟରୂପ)
ଗ୍ରାମ୍ୟ. ବିଶେଷଣ - (ସଂସ୍କୃତ - ଜାନତ୍)
[ସମ୍ପାଦନା]- ୧. ଜ୍ଞାନର ବିଷୟୀଭୂତ — ୧. Within one's knowledge or cognizance.
- ୨. ଯେ ଜାଣି ଥାଏ ବା ଅନୂଭବ କରି ଥାଏ; ଯେ ଜାଣଇଁ; ବିଜ୍ଞ —୨. Experienced; knowing; cognizant.
ବିଶେଷ୍ୟ -
[ସମ୍ପାଦନା]ଜ୍ଞାନ —Knowledge.