Jump to content

ଜାଣି

ଉଇକିଅଭିଧାନ‌ରୁ

ଜାଣି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ) ଅ

[ସମ୍ପାଦନା]
୧. ତୁଲ୍ୟ; ପରି — ୧. like.

କଳିତ କୋମଳ ବହୁଲତାର ତା ଠାଣି ଶିରିଷ ମାଳାରେ କୋକନଦ ଝୁମ୍ପାଜାଣି ଶିଶୁଶଙ୍କର ଉଷାଆଭିଳାଷ

୨. ଫଳତଃ ଫଳରେ —୨. As a matter of fact.

ଏହି ଲୋକଟି ଜାଣିବା ଦୁଃଖ ହରିଛି କୁନ୍ତାଳାକୁମାରୀ. ନଅତୁଣ୍ଡୀ