Jump to content

ଜାଣିବାପଣ

ଉଇକିଅଭିଧାନ‌ରୁ

ଜାଣିବାପଣ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବୁଝିବା ଶକ୍ତି; ଅଭିଜ୍ଞତା; ଜ୍ଞାନୀପଣ; ବିଜ୍ଞତା — Wisdom; prudence.

ପାଣ୍ଡବମାନଙ୍କ ଜାଣିବାପଣ ଯେତେ ଜଣାପଡ଼ିଗଲା ପରା ମଣୁଛି ମୁହିଁ ଚିତ୍ତେ କୃଷ୍ଣସିଂହ ମହାଭାରତ .ସଭା