ଜାତକରେ ନାହିଁ
ଦେଖଣା
ଜାତକରେ ନାହିଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜାତକରେ ନାହିଁ
|
ଦେଶଜ - (ବାକ୍ୟ)
[ସମ୍ପାଦନା](ଅମୁକ ବିଷୟ) (ଅମୁକର) ପ୍ରକୃତିବିରୁଦ୍ଧ ଅଟେ —(such and such a thing) Is against the nature (of a person)
(ଯଥା—ଖୋସାମତ କରିବା ମୋ ଜାତକରେ ନାହିଁ)