ଜାତକର୍ମ
ହିନ୍ଦୁମାନଙ୍କର ଦଶକର୍ମ ମଧ୍ୟରୁ ଗୋଟିଏ ସଂସ୍କାର; ସନ୍ତାନ ଜନ୍ମ ହେବା ସମୟରେ ହିନ୍ଦୁ ପିତାଙ୍କ ଅନୁଷ୍ଠେୟ ସଂସ୍କାର— ବିଶେଷ —Purificatory rite performed by the Hindu father at the birth of a child.