Jump to content

ଜାତକ ଦେଖିବା

ଉଇକିଅଭିଧାନ‌ରୁ

ଜାତକ ଦେଖିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଫଳିତ ଜ୍ୟୋତିଷ ଶାସ୍ତ୍ରାନୁସାରେ ଗଣନା କରି ମନୁଷ୍ୟଜୀବନର ଶୁଭାଶୁଭ ନିର୍ଦ୍ଦେଶ କରଣାର୍ଥେ ଉକ୍ତ ବ୍ୟକ୍ତିର ଜନ୍ମ— କୋଷ୍ଠୀ ପରୀକ୍ଷା କରିବା — To examine a person's horoscope.