Jump to content

ଜାତଚକ୍ଷୁ

ଉଇକିଅଭିଧାନ‌ରୁ

ଜାତଚକ୍ଷୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ଜାତ+ ଚକ୍ଷୁ)

[ସମ୍ପାଦନା]

ଯାହାର ଆଖି ଫିଟିଅଛି; (ଯଥା—ବିରାଡ଼ିଛୁଆ; କୁକୁରଛୁଆ) — (a puppy or kitten) Having its eye-lids opened.