Jump to content

ଜାତପକ୍ଷ

ଉଇକିଅଭିଧାନ‌ରୁ

ଜାତପକ୍ଷ

ଉଚ୍ଚାରଣ

[ସମ୍ପାଦନା]

(ଅଜାତପକ୍ଷ—ବିପରୀତ)

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ଜାତ+ ପକ୍ଷ)

[ସମ୍ପାଦନା]

(ପକ୍ଷିଶାବକ) ଯାହାର ପକ୍ଷ ଗଜୁରିଅଛି —(a young bird) Whose wings have grown up; fledged.