ଜାତମାତ୍ର
ଯେ ଏହିକ୍ଷଣି ଜନ୍ମ ହୋଇଅଛି — Born just now.
ଜନ୍ମିବା ମାତ୍ରକେ; ଜନ୍ମ ଲଭିବାକ୍ଷଣି — Immediately on being born; just after birth.