Jump to content

ଜାତରୂପ

ଉଇକିଅଭିଧାନ‌ରୁ

ଜାତରୂପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଜାତ= ଉତ୍ପନ୍ନ+ ରୂପ= ଆକୃତି ଯାହାର)

[ସମ୍ପାଦନା]

ସ୍ୱର୍ଣ୍ଣ; ସୁନା —Gold.

ବିର୍ପାକ୍ଷ ଅରି ଜାତରୂପ ଫରି କଳଙ୍କି ଆସିଲା ପରା ଭଞ୍ଜ. ବୈଦେହୀଶବିଳାସ