ଜାତାଶୌଚ
(ମୃତାଶୌଚ—ବିପରୀତ)
ଶିଶୁ ଜନ୍ମ ହେଲେ କୁଟୁମ୍ୱମାନଙ୍କୁ ଲାଗିବା ଅଶୌଚ; ଛୁତିକିଆ; ସୂତକାଶୌଚ — Uncleanness affecting the kinsmen on the birth of a child (extending over a period of ୧୦ days).