ଜାତିଆଣ
ଜାତି ବା ସମାଜ ସମ୍ୱନ୍ଧୀୟ; ଜାତୀୟ — Pertaining to a particular society.
ତନ୍ତିମାନଙ୍କ ଜାତିଆଣ ଟଙ୍କାରେ ମନ୍ଦିରଟି ତୟାର ହୋଇଅଛି ଫକୀରମୋହନ. ଛମାଣଆଠଗୁଣ୍ଠ