Jump to content

ଜାତିକର୍ମ

ଉଇକିଅଭିଧାନ‌ରୁ

ଜାତିକର୍ମ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଜାତିଗତ ବ୍ୟବସାୟ; ଜାତି ବା ପାଟକବିଶେଷର ନିର୍ଦ୍ଦିଷ୍ଟ କର୍ମ —Acts proper for the people of a particular caste.

[ଦ୍ରଷ୍ଟବ୍ୟ —ହିନ୍ଦୁ ସମାଜରେ ଭିନ୍ନଭିନ୍ନ ଜାତି ନିମନ୍ତେ ଭିନ୍ନଭିନ୍ନ କାର୍ଯ୍ୟ ନିରୁପିତ ହୋଇଅଛି ଯଥା—ଭଣ୍ଡାରିଙ୍କର କ୍ଷୌର କର୍ମ, ଚଷାଙ୍କର କୃଷିକର୍ମ ଇତ୍ୟାଦି ]