ଜାତିଚ୍ୟୁତ
(ଜାତିଚ୍ୟୁତି—ବିଶେଷ୍ୟ)
ଜାତି ହରାଇଥିବା; ଅକ୍ରିୟା ଆଦିଦ୍ୱାରା ସମାଜରୁ ପତିତ; ସମାଜରୁ ବହିଷ୍କୃତ; ଜାତିଭ୍ରଷ୍ଟ — Deprived of the privileges of one's caste or society; having fallen from or lost one's caste; excommunicated.