Jump to content

ଜାତିଚ୍ୟୁତି

ଉଇକିଅଭିଧାନ‌ରୁ

ଜାତିଚ୍ୟୁତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୫ମୀ ତତ୍; ଜାତି+ଚ୍ୟୁତି)

[ସମ୍ପାଦନା]

ଜାତିନାଶ; ଅକାର୍ଯ୍ୟ ଆଦିଦ୍ୱାରା ନିଜର ଜାତି ହରାଇବା; ଜାତିଧ୍ୱଂସ —Loss of one's caste; excommunication.