ଜାତିଧର୍ମ
ଦେଖଣା
ଜାତିଧର୍ମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଜାତି+ ଧର୍ମ)
[ସମ୍ପାଦନା]- ୧. ଜାତିଗତ; ଧର୍ମ; ଭିନ୍ନ ଭିନ୍ନ ଜାତିର ଆଚରଣୀୟ ବ୍ୟବସାୟ; ଜାତିଗତ ପେଷା —୧. The duties of a member of a particular caste or society.
- ୨. (୬ଷ୍ଠୀ ତତ୍) ବିଭିନ୍ନ ଶ୍ରେଣୀର ଜୀବର କ୍ରିୟା ବା ଗୁଣ — ୨. The generic property or attribute of a particular class of beings.
- ୩. (ଦ୍ୱନ୍ଦ) ଜାତି ଓ ଧର୍ମ — ୩. One's caste and religion.