Jump to content

ଜାତିବାଚକ

ଉଇକିଅଭିଧାନ‌ରୁ

ଜାତିବାଚକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଜାତି+ ବାଚକ)

[ସମ୍ପାଦନା]

ଯାହାଦ୍ୱାରା କୌଣସି ବ୍ୟକ୍ତି ବା ପଦାର୍ଥର ଶ୍ରେଣୀ ବା ଜାତି ବୁଝାଯାଏ; ଗଣସମ୍ୱନ୍ଧୀୟ —Indicating the species or class to which a certain person or thing belongs; generic; expressing a class.