ଜାତିବ୍ରାହ୍ମଣ
ଦେଖଣା
ଜାତିବ୍ରାହ୍ମଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବ୍ୟଙ୍ଗାର୍ଥକ) (ତୃତୀୟା ତତ୍; ଜାତି= ଜନ୍ମ+ ବ୍ରାହ୍ମଣ)
[ସମ୍ପାଦନା]ଯେଉଁ ବ୍ରାହ୍ମଣ ବ୍ରାହ୍ମଣୋଚିତ ଆଚାର ପାଳେ ନାହିଁ, କିନ୍ତୁ ବ୍ରାହ୍ମଣକୁଳରେ ଜାତ ବୋଲି ବ୍ରାହ୍ମଣରୂପେ ପରିଚିତ ହୁଏ —A Brāhmaṇa by birth only but not observing the rules and duties of his caste; a Brahman in name only.