Jump to content

ଜାତିଭାଇ

ଉଇକିଅଭିଧାନ‌ରୁ

ଜାତିଭାଇ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଏକଜାତୀୟ ଲୋକ; ସ୍ୱଜାତଭୁକ୍ତ ବ୍ୟକ୍ତି — ୧. People belonging to the same caste or society.
୨. ହାଟୁଆମାନଙ୍କର ଏକକୁଳ ବା ପାଟକର ବ୍ୟକ୍ତି — ୨. A member of the same social caste guild.