Jump to content

ଜାତିଭାତ

ଉଇକିଅଭିଧାନ‌ରୁ

ଜାତିଭାତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକଜାତି, ସମାଜ ବା ଗୋଷ୍ଠୀର ବ୍ୟକ୍ତିମାନଙ୍କର ଏକତ୍ର ଭୋଜନ ବା ଭୋଜି —Caste-feast.

କେହି ଗରିବ ଜାତିଭାତ ନେଇ ନ ପାରିଲେ ପଞ୍ଚଗୋସାଇଁ କିଛି ମାନ୍ୟ ନେଇ ତାହାକୁ ଉଠାଇ ନିଅନ୍ତି ଫକୀରମୋହନ. ଛମାଣ ଆଠଗୁଣ୍ଠ