ଜାତିଭ୍ରଂଶକର
ଦେଖଣା
ଜାତିଭ୍ରଂଶକର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଯାହା ଲୋକକୁ ଜାତିଭ୍ରଷ୍ଟ କରେ — Causing a person to lose his caste.
[ଦ—ମନୁସଂହିତା ଅନୁସାରେ ବ୍ରାହ୍ମଣପୀଡ଼ନ, ମଦିରାପାନ, ଅଖାଦ୍ୟଭୋଜନ, କପଟ ବ୍ୟବହାର, ପୁରୁଷମୈଥୁମ ଆଦି ପାପ ଜାତିଭ୍ରଂଶକର ପାପ ଅଟେ ଅଜ୍ଞାତକୃତ ପାପ ପାଇଁ ପ୍ରାଜାପତ୍ୟ ଓ ଜ୍ଞାନକୃତ ପାପପାଇଁ ସାଂତପନ ପ୍ରାୟଶ୍ଚିତ୍ତ କରିବା ବ୍ୟବସ୍ଥା ଅଛି]