Jump to content

ଜାତିରେ

ଉଇକିଅଭିଧାନ‌ରୁ

ଜାତିରେ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି. ବିଂ

[ସମ୍ପାଦନା]

ଜାତି ହିସାବରେ; ଜାତି ଗଣନାରେ; ଜାତି ବିଷୟରେ; ଜନ୍ମତଃ —By caste; by birth.

(ଯଥା—ସେ ଜାତିରେ ତନ୍ତୀ)