ଜାତିରେ ଚଳିବା
ଦେଖଣା
ଜାତିରେ ଚଳିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜାତିରେ ଚଳିବା
|
(ଜାତିରେ ମିଶିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଜାତିରେ ମିଶିବା; (ନବାଗତ ବା ପତିତ ବ୍ୟକ୍ତି) ନିର୍ଦ୍ଦିଷ୍ଟ ସମାଜରେ ଗୃହୀତ ହେବା — To be admitted into the folds of a particular society or caste.