ଜାତିସ୍ମର
ଦେଖଣା
ଜାତିସ୍ମର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଂ. (ଜାତି= ପୂର୍ବଜନ୍ମ+ ସ୍କୃ ଧାତୁ+ କର୍ତ୍ତୃ. ଅ)
[ସମ୍ପାଦନା]ଯାହାର ପୂର୍ବଜନ୍ମ ସ୍ମରଣ ଥାଏ; ପୂର୍ବଜନ୍ମରେ କେଉଁଠାରେ କେଉଁ ଜାତିରେ ଜନ୍ମଗ୍ରହଣ କରିଥିଲା ଏହା ଯେ ସ୍ମରଣ ରଖିଥାଏ —Remembering the particulars of one's previous birth.
ପୂର୍ବ କଳ୍ପର ଓ ବିଚାର, କିରୂପେ ହେଲ ଜାତିସ୍ମର ଜଗନ୍ନାଥ ଭାଗବତ
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ତୀର୍ଥବିଶେଷ — Name of a place of pilgrimage.