Jump to content

ଜାତିସ୍ୱଭାବ

ଉଇକିଅଭିଧାନ‌ରୁ

ଜାତିସ୍ୱଭାବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜାତି+ ସ୍ୱଭାବ)

[ସମ୍ପାଦନା]
୧. ଜାତିଧର୍ମ; ଏକଜାତୀୟ ଜୀବମାନଙ୍କ ପ୍ରକୃତିର ବିଶିଷ୍ଟତା —୧. Recial character; the characteristic of a species.
୨. ଆକୃତି ଓ ଗୁଣବର୍ଣ୍ଣନାତ୍ମକ ଅଳଙ୍କାରବିଶେଷ (ହିନ୍ଦୀ - ଶବ୍ଦସାଗର) —୨. A figure of speech in Rhetoric.