Jump to content

ଜାତିହୀନ

ଉଇକିଅଭିଧାନ‌ରୁ

ଜାତିହୀନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (୩ୟା ତତ୍; ଜାତି+ ହୀନ)

[ସମ୍ପାଦନା]
୧. ଜାତିଚ୍ୟୁତ; ସମାଜଭ୍ରଷ୍ଟ — ୧. Excommunicated.
୨. ଛୋଟ ଜାତିର —୨. Of low caste.