Jump to content

ଜାତି ଖୋଇବା

ଉଇକିଅଭିଧାନ‌ରୁ

ଜାତି ଖୋଇବା

ଉଚ୍ଚାରଣ

[ସମ୍ପାଦନା]

(ଜାତି ଖୁଆଇବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ଜାତି+ଖତ୍ ଧାତୁ)

[ସମ୍ପାଦନା]
୧. (ଜାତିଭାଇମାନଙ୍କୁ ପଂକ୍ତିଭୋଜନ ଦେବା — ୧. To give a caste-dinner.
୨. (ସଂସ୍କୃତ - ଜାତି+କ୍ଷେପଣ; ପ୍ରା. ଖେବଣ; ତୁଳ. ହିନ୍ଦୀ - ଖୋନା=ହରାଇବା)—ଜାତି ହରାଇବା (ଦେଖ) - ୨. Jāti harāibā (See)