ଜାତି ନେବା
ଦେଖଣା
ଜାତି ନେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ଲୋକର ସାମାଜିକ ବିଶିଷ୍ଟତା ନଷ୍ଟ କରାଇବା; କୌଣସି ବ୍ୟକ୍ତିକୁ ଅପବିତ୍ର କରାଇ ବା ଅଖାଦ୍ୟ ଖୁଆଇ ତାହାକୁ ଜାତିଭ୍ରଷ୍ଟ କରାଇବା — ୧. To make a person unclean by making him do or eat prohibited things.
- ୨. କୁଳସ୍ତ୍ରୀର ସତୀତ୍ୱ ନାଶ କରିବା — ୨. To commit adultery with a woman of family.
ପିନ୍ଧିଥିଲି ପାଟ ସାଢ଼ୀ, ଜାତି ନବ ବୋଲି ପଠାଣଟୋକା ଦୁଆଇ ବସିଲା ମାଡ଼ି—ଢ଼ଗ