ଜାତି ହରାଇବା
ଦେଖଣା
ଜାତି ହରାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜାତି ହରାଇବା
|
(ଜାତି ହାରିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅକ୍ରିୟାଆଦିଦ୍ୱାରା ଆପଣାର ଜାତି ନଷ୍ଟ କରିବା —୧. To break the rules of one's caste; to lose one's caste by doing prohibited acts.
- ୨. ଜାତ୍ୟନ୍ତର ଗ୍ରହଣ କରିବା; ଆପଣା ଜାତିରୁ ଯାଇ ଅନ୍ୟ ଜାତିରେ ବା ଧର୍ମରେ ପଶିବା —୨. To give up one's original caste, society or religion and take to another.