Jump to content

ଜାତୀୟ ବିଦ୍ୟାଳୟ

ଉଇକିଅଭିଧାନ‌ରୁ

ଜାତୀୟ ବିଦ୍ୟାଳୟ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଆଧୁନିକ ଭାରତରେ ପ୍ରତିଷ୍ଠିତ ପ୍ରାଚ୍ୟ ରୀତିନୀତି ଶିକ୍ଷା ଦିଆଯିବା ବିଦ୍ୟାଳୟ; ଜାତିବିଶେଷରେ ଆକାକ୍ଷାପୂରଣ ନିମନ୍ତେ ପ୍ରତିଷ୍ଠିତ ବିଦ୍ୟାଳୟ —National school.