ଜାତୁକର୍ଣ୍ଣ
(ଜାତୁକର୍ଣ୍ଣ—ଅନ୍ୟରୂପ)
ମୁନିବିଶେଷ — Name of a sage.
[ଦ୍ରଷ୍ଟବ୍ୟ —ଏ ଗୋଟିଏ ଉପସ୍କୃତ ରଚନା କରିଥିଲେ ହରିବଂଶ ଅନୁସାରେ ଅଷ୍ଟବିଂଶ ଦ୍ୱାପରଯୁଗରେ ଏହାଙ୍କର ଜନ୍ମ ହୋଇଥିଲା (ହିନ୍ଦୀ - ଶବ୍ଦସାଗର)]