ଜାତ୍ୟ
ଦେଖଣା
ଜାତ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଜାତି+ ସାଧ ଅର୍ଥରେ. ଯ)
[ସମ୍ପାଦନା]- ୧. ସୁଜାତ; କୁଳୀନ — ୧. Of nobble birth; well-born.
- ୨. ଆନନ୍ଦଜନକ —୨. Pleasing.
- ୩. ପ୍ରାଧାନ; ଶ୍ରେଷ୍ଠ —୩. Chief; principal.
- ୪. ସୁନ୍ଦର —୪. Beautiful.
- ୫. ସମକୋଣୀ (କ୍ଷେତ୍ର) — ୫. Rectangular; right-angled (figure).
(ଯଥା—ଜାତ୍ୟତ୍ରିଭୁଜ, ଜାତ୍ୟଚତୁର୍ଭୁଜ)