ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାତି+ ଅଂଶ)
[ସମ୍ପାଦନା]
- ୧. ବ୍ୟକ୍ତିବିଶେଷରେ କୁଳ ବା ଜାତିସମ୍ୱନ୍ଧୀୟ ଅବସ୍ଥିତି — ୧. Position according to a person's caste.
(ଯଥା—ସେ ଆପଣଙ୍କଠାରୁ ଜାତ୍ୟଂଶରେ ହୀନ ନୁହେଁ ମାତ୍ର ନିଧନ)
- ୨. ବଂଶ; କୁଳ; ଗୋତ୍ର —୨. Family.
- ୩. ଉପଜାତି; ଜାତିମଧ୍ୟସ୍ଥ ବିଭାଗ —୩. Sub-caste.