Jump to content

ଜାତ୍ୟଭିମାନ

ଉଇକିଅଭିଧାନ‌ରୁ

ଜାତ୍ୟଭିମାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜାତି+ ଅଭିମାନ)

[ସମ୍ପାଦନା]
୧. ଉଚ୍ଚ ଜାତିରେ ଜନ୍ମ ହେବା ହେତୁ ଅହଙ୍କାର; କୌଳୀନ୍ୟଗର୍ବ —୧. Pride of high birth; pride of caste.
୨. ନିଜର ଜାତି ପ୍ରତି ସ୍ନେହ —୨. Attachment to one's own nation.