ଜାତ୍ୟାସନ
ତାନ୍ତ୍ରିକମାନଙ୍କର ଆସନବିଶେଷ — A posture practised in tantric exercise.
[ଦ୍ରଷ୍ଟବ୍ୟ —ଏଥିରେ ସାଧକ ହାତ ଓ ଗୋଡ଼କୁ ଭୂମିରେ ଲଗାଇ ଗତି କରେ ଏ ଆସନରେ ସିଦ୍ଧିଲାଭ କରିବା ବ୍ୟକ୍ତି ପୂର୍ବଜନ୍ମର ବିଷୟମାନ ଜାଣି ପାରେ ହିନ୍ଦୀ - ଶବ୍ଦସାଗର]