ଜାଦା
(ଜାଦୀ—ସ୍ତ୍ରୀ)
ପୁତ୍ର — Son.
[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ ହୁଏ; ଯଥା—ହାରମଜାଦା, ହାରାମଜାଦୀ, ସାହାଜାଦା, ସାହାଜାଦୀ, ନବାବ୍ଜାଦା, ସାହେବଜାଦା ଇତ୍ୟାଦି]